Breaking PLUSଓଡ଼ିଶାମୁଖ୍ୟ ଖବର

କଟକର ଗୋଟିଏ ଆଶ୍ରମରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ

କଟକରେ ପୁଣି ୧୭ ପଜିଟିଭ୍‌ ଚିହ୍ନଟ । ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଜଣ ଅନ୍ତେବାସୀଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ଆଜିଠାରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ କଟକର ଏକ ଘରୋଇ ସାଇନ୍ସ କଲେଜରୁ ୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସହରରେ ସଂକ୍ରମଣ ବଢି ଚାଲିଥିବାରୁ କଟକ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି ।

Show More

Related Articles

Back to top button