ଓଡ଼ିଶା

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ଧନଞ୍ଜୟ ସାହୁ ଦ୍ୱିତୀୟ

କଟକ,(ଉ.ପ୍ର.ନ୍ୟୁଜ୍ସର୍ଭିସ୍): ଗୋଆର ଗ୍ରାଣ୍ଡ ଗିଗି ହୋଟଲରେ “ଅ।ଇସିଏନ’ ପକ୍ଷରୁ ଦୁଇ ଦିନ ଧରି ଏକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଅ।ୟୋଜନ କରାଯାଇଥିଲା। ଏହା ଗତ ଡିସେମ୍ବର ୧ ଓ ୨ ତାରିଖରେ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର କଟକ ମଙ୍ଗଳାବାଗ ସ୍ଥିତ ଥୁରିଅ। ସାହିର ଧନଞ୍ଜୟ ସାହୁ ଭାଗ ନେଇଥିଲେ ଏବଂ ଏଥିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। “ଅ।ଇସିଏନ’ ପକ୍ଷରୁ ଅ।ୟୋଜିତ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସାରା ଦେଶରୁ ପ୍ରାୟ ୫୦୦ ଜଣ ବଡ଼ି ବିଲଡର ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଭିନେତା ସୁନୀସ ସେଟ୍ଟୀ ଓ ଦିବ୍ୟାଙ୍ଗ ସୁନ୍ଦର ସ୍ୱାସ୍ଥ୍ୟର ଅ।ନନ୍ଦ ଅ।ରନୋଲଡ ଯୋଗଦେଇ ଥିଲେ।

Show More

Related Articles

Back to top button