Breaking PLUSଓଡ଼ିଶା

ବିଧାୟକ କରୋନା ପଜିଟିଭ

ପୋଲସରା ବିଧାୟକଙ୍କୁ କରୋନା, ସ୍ତ୍ରୀ ମଧ୍ୟ ପଜିଟିଭ୍

() ରାଜ୍ୟର ଆଉ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି. ।  ନିକଟରେ ସେ ଗଂଜାମରୁ ଫେରିଥିବା ବେଳେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏବେ ସେ ଘରୋଇ ସଂଗରୋଧରେ ଅଛନ୍ତି । ପୂର୍ବରୁ ରାଜ୍ୟର ୩ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ । ନୀଳଗିରି ବିଧାୟକ, ରେମୁଣା ବିଧାୟକ ଓ ସାଲେପୁର ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।

Show More

Related Articles

Back to top button