Breaking PLUSଓଡ଼ିଶାମୁଖ୍ୟ ଖବର

ବାଙ୍ଗଲାଦେଶ ଅଭିମୁଖେ ଅବପାତ, ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା

ବାଂଲାଦେଶ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ରହିଛି । ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି । ଏବେ ପାରାଦୀପ ଠାରୁ ପୂର୍ବ - ଉତ୍ତରପୂର୍ବ ଦିଗରେ ୨୦୦ କିମି ଦୂରରେ ସକ୍ରିୟ ରହିଛି ।

ବାଂଲାଦେଶ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ରହିଛି । ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି । ଏବେ ପାରାଦୀପ ଠାରୁ ପୂର୍ବ – ଉତ୍ତରପୂର୍ବ ଦିଗରେ ୨୦୦ କିମି ଦୂରରେ ସକ୍ରିୟ ରହିଛି । ଆଜି ମଧ୍ୟାହ୍ନରେ ବାଂଲଦେଶ ଖେପୁପରାରେ ସୁନ୍ଦରବନ ଅତିକ୍ରମ କରିପାରେ । ତେଣୁ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି ।

Show More

Related Articles

Back to top button