Breaking PLUSଓଡ଼ିଶା

ନୂଆ ରେକର୍ଡ କରୁଛି କରୋନା

ମାଡିଚାଲିଛି କରୋନା, ଆଜି 1594 ଆକ୍ରାନ୍ତ ଚିହ୍ନଟ

() ରାଜ୍ଯରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା. ପ୍ରତ୍ଯେକ ଦିନ ନୂଆ ରେକର୍ଡ କରୁଛି କରୋନା. ଆଜି  ରାଜ୍ଯର 28ଟି ଜିଲ୍ଲାରୁ 1594  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି. କ୍ୱାରେଣ୍ଟାଇନ ସେଣ୍ଟରରୁ 1067 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  527  ଲୋକାଲ କେସ ଚିହ୍ନଟ ହୋଇଛନ୍ତି.  ସର୍ବାଧିକ ଗଂଜାମ ଜିଲ୍ଲାରୁ 732 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 320, କଟକରୁ 136, ଭଦ୍ରକରୁ 60, କୋରାପୁଟରୁ 33, ସୁନ୍ଦରଗଡରୁ56,  ଅନୁଗୁଳ ରୁ 10, ବାଲେଶ୍ୱରରୁ 22 ଓ ବରଗଡରୁ 8 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି.  ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା 22 ହଜାର  693 ରେ ପହଞ୍ଚିଛି.

ଆସନ୍ତ ଦେଖିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ…

 

Show More

Related Articles

Back to top button