ଜୀବନଚର୍ଯ୍ୟା

ନାରୀଙ୍କୁ ସମ୍ମାନ ଦିଅନ୍ତୁ ନଚେତ ଭୋଗିବେ

ପାରିବାରିକ ଜୀବନରେ ଶାନ୍ତିର ସୁତ୍ର

ଆପଣଙ୍କ ଜୀବନରେ ଏମିତି ସମୟ ଆସେ ଯେତେବେଳେ ଆପଣ ଚିନ୍ତାରେ ରୁହନ୍ତି । ଆପଣଙ୍କ ମନ ଭିତରେ ଦିନେ ଦିନେ ବେଶି ଦ୍ୱନ୍ଦ ତିଆରେ ହୁଏ । କୌଣସି କାର୍ଯ୍ୟକୁ କରିବା ପାଇଁ ଅହରହ ଉଦ୍ୟମ କରନ୍ତି, କିନ୍ତୁ ବିଫଳ ହୁଅନ୍ତି । ସେତେବେଳେ ଆପଣ ବିଚଳିତ ହେବା ସ୍ୱାଭାବିକ କଥା । ଆଉ ସେହି ସମୟରେ ଆପଣ ଅଶାନ୍ତି ଭିତରେ ଗତି କରନ୍ତି ଓ ଅସ୍ତବ୍ୟସ୍ତ ସୋଇପଡ଼ନ୍ତି। ଜୀବନରେ ସବୁ ଥାଇ କିଛି ନଥିବା ଭଳି ଅନୁଭବ କରନ୍ତି । ସେହି ପରିସ୍ଥିତିରେ ଆପଣ କ’ଣ କରିବେ କିଛି ବୁଝି ପାରନ୍ତି ନାହିଁ ।  ଆଜି ଆପଣ କିଛି ସୁତ୍ର । ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

ନାରୀ ମାନଙ୍କୁ କେବେ ଅସମ୍ମାନ କରନ୍ତୁ ନାହିଁ । ଯଥା ସମ୍ଭବ ସମ୍ମାନ ଦିଅନ୍ତୁ । କାରଣ ନାରୀ ମାନଙ୍କୁ ଅସମ୍ମାନ ଓ ଅପମାନିତ କଲେ ଆପଣ ସମସ୍ୟାରେ ପଡିବେ । ଜୀବନରେ ଜାତକର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଜାତକରେ ଚନ୍ଦ୍ର ଯଦି ବୃଷ, କର୍କଟ, ବୃହସ୍ପତିର ମିତ୍ର ଘରେ ଉପସ୍ଥାନ ରହିଛନ୍ତି ତେବେ ଆପଣ ମାନସିକ ଶାନ୍ତି ମିଳିବ। କିନ୍ତୁ ଯେତେ ବେଳେ ଚନ୍ଦ୍ର ବିଛା, ବୁଦ୍ଧ, ବୃହସ୍ପତିଙ୍କ ଷଷ୍ଠ କିମ୍ବା ଅଷ୍ଟମ ଘରେ ରହିଥାଆନ୍ତି ସେତେବେଳେ ମାନସିକ ଅଶାନ୍ତି ଓ ମାନସିକ ଅସ୍ଥିରତା ସୃଷ୍ଟି ହୁଏ । ତେଣୁ ଏହି ବିପଦ ବେଳେ ମହିଳା ବା ନାରୀମାନେ ଆପଣଙ୍କ ସାହା ଭରଷା ହୋଇଥାନ୍ତି। ତେଣୁ ମାଆ, ମାଉସୀ, ଭଉଣୀମାନଙ୍କୁ ସମ୍ମାନ ଦେବା ଓ ସବୁ କ୍ଷେତ୍ରରେ ନାରୀମାନଙ୍କୁ ସହଯୋଗ । କରିବେ ତେବେ ଚନ୍ଦ୍ର ଯେହେତୁ ସ୍ତ୍ରୀକାରକ ଗ୍ରହ । ତେଣୁ ସ୍ତ୍ରୀ ମାନଙ୍କୁ ଅସମ୍ମାନିତ କଲେ ଆପଣଙ୍କର କ୍ଷତି ହୋଇପାରେ ।

ଆପଣ ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ପାଣି ଢ଼ାଳି ପୂଜା କରନ୍ତୁ । ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଝିଅମାନେ ପାଦରେ ରୂପା ଧାତୁରେ ମୋଟା ପାଉଁଜି ପିନ୍ଧନ୍ତୁ ଓ ବିବାହୀତନାରୀ ମଧ୍ୟମ ଆଙ୍ଗୁଠିରେ ରୂପା ଧାତୁରେ ଝୁଣ୍ଟିକା ପିନ୍ଧନ୍ତୁ । ଚନ୍ଦ୍ର ଶୀତଳ ରହିବେ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ।

Show More

Related Articles

Back to top button