ଦେଶ ବିଦେଶ

ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ପଶ୍ଚିମବଙ୍ଗରେ ରେଳଷ୍ଟେସନ ପୋଡିଲେ ଅ।ନ୍ଦୋଳନକାରୀ

କୋଲକାତା : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଶୁକ୍ରବାର ସନ୍ଧ୍ର୍ୟାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରେ ଥିବା ବେଲଡ଼ଙ୍ଗା ରେଳ ଷ୍ଟେସନ କଂପ୍ଲେକ୍ସରେ ଅ।ନ୍ଦୋଳନକାରୀମାନେ ନିଅ।ଁ ଲଗାଇ ଦେଇଥିବା ଜଣାପଡ଼ିଛିୟ ସେଠାରେ ମୁତୟନ ଥିବା ରେଳ ସୁରକ୍ଷା ବଳ (ଅ।ରପିଏଫ)ର ଯବାନମାନଙ୍କୁ ଉତ୍ୟକ୍ତ ଲୋକେ ଅ।କ୍ରମଣ କରିଛନ୍ତିୟ ଅ।କ୍ରମଣରେ ସେ ଅ।ହତ ହୋଇଥିବାବେଳେ ରେଳ ଚଳାଚଳ ବ୍ୟାହାତ ହୋଇଛି। ଅନ୍ୟପକ୍ଷରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅ।ସାମ, ତ୍ରିପୁରା ଓ ମେଘାଳୟରେ ହିଂସା ଜାରି ରହିଛି ୟ ଏହି ଅ।ନ୍ଦୋଳନ ଯୋଗୁଁ ଏପର୍ଯ୍ୟନ୍ତ ଅ।ସାମରେ ୩ ଜଣ ବିକ୍ଷୋଭକାରୀ ନିହତ ହୋଇଛନ୍ତି ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅ।ସାମରେ ଅତିରିକ୍ତ ୨୬କଲମ ଯବାନ ମୁତୟନ କରାଯାଇଛିୟ ଏହି ୨୬କଲମ ଯବାନମାନେ ପୂର୍ବରୁ ମୁତୟନ ଥିବା ସିଏପିଏଫ ଯବାନଙ୍କୁ ସହଯୋଗ କରିବେୟ ୨୦ଯବାନଙ୍କୁ ନେଇ ଏକ କଲମ ଯବାନ ହୋଇଥାଏୟ ତେବେ ଏହିପରି ଭାବରେ ରାଜ୍ୟରେ ଅତିରିକ୍ତ ୫୨୦ଜଣ ଯବାନ ମୁତୟନ ଅଛନ୍ତି।

Show More

Related Articles

Back to top button