Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଦୁନିଆର ଚତୁର୍ଥ ଧନୀ ମୁକେଶ ଆମ୍ୱାନୀ

ସମଗ୍ର ଦୁନିଆରେ ଧନୀ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ମୁକେଶ ଆମ୍ୱାନୀ। ୟୁରୋପର ସବୁଠାରୁ ଧନୀକୁ ପଛରେ ପକାଇ ଆମ୍ୱାଇ ଏହି ସ୍ଥାନ ଅକ୍ତିଆର କରିଛନ୍ତି।

ମୁମ୍ୱାଇ: ସମଗ୍ର ଦୁନିଆରେ ଧନୀ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ମୁକେଶ ଆମ୍ୱାନୀ। ୟୁରୋପର ସବୁଠାରୁ ଧନୀକୁ ପଛରେ ପକାଇ ଆମ୍ୱାଇ ଏହି ସ୍ଥାନ ଅକ୍ତିଆର କରିଛନ୍ତି। ବ୍ଲୁମବର୍ଗ ବିଲିନିୟର୍ସ ଇଣ୍ଡେକ୍ସ ମୁତାବକ ରିଲିଆନ୍ସ ଇନଷ୍ଟ୍ରିଜ ଲିମିଟେଡ ଚେୟାରମ୍ୟାନ ମୁକେଶ ଆମ୍ୱାନୀଙ୍କ ସମ୍ପତ୍ତି ୮୦.୬ ଆରବ ଡଲାର ରହିଛି।
ମୁକେଶ ଆମ୍ୱାନୀଙ୍କ ସମ୍ପତ୍ତି ଅନୁସାରେ ସେ ବର୍ତ୍ତମାନ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ପାଖାପାଖି ରହିଥିବା ଜଣାପଡ଼ିଛି।
ସେହିପରି ଏହି ତାଲିକାରେ ଆମଜନ ସିଇଓ ଜେଫ୍ ବୋଜସ ପ୍ରଥମ ସ୍ଥାନରେ ରହିଛନ୍ତି। ମାଇକ୍ରୋସଫଟ୍ ସହ-ସଂସ୍ଥାପକ ବିଲ ଗେଟସ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ରହିଛନ୍ତି।

Show More

Related Articles

Back to top button