Breaking PLUSଓଡ଼ିଶାମୁଖ୍ୟ ଖବର

ଜାଲରେ ପଡିଲା ବୃହତ ଔଷଧୀୟ ତେଲିଆ ମାଛ, ୧ ଲକ୍ଷ ୪୩ହଜାର ଟଙ୍କାରେ ହେଲା ନିଲାମ

ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳରେ ଗୋଟିଏ ବୃହତ ଔଷଧୀୟ ତେଲିଆ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି । ସେହି ମାଛଟିର ଓଜନ ୨୨କିଲୋ ଥିବାବେଳେ କିଲୋ ପିଛା ସାଢ଼େ ୬ହଜାର ଦରରେ ଲକ୍ଷେ ୪୩ହଜାରରେ ନିଲାମ ହୋଇଛି।

ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳରେ ଗୋଟିଏ ବୃହତ ଔଷଧୀୟ ତେଲିଆ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି । ସେହି ମାଛଟିର ଓଜନ ୨୨କିଲୋ ଥିବାବେଳେ କିଲୋ ପିଛା ସାଢ଼େ ୬ହଜାର ଦରରେ ଲକ୍ଷେ ୪୩ହଜାରରେ ନିଲାମ ହୋଇଛି।

ସେହି ଔଷଧୀୟ ମାଛଟିକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣଥିବାରୁ ଏହାକୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ବେଶି ବ୍ୟବହାର କରାଯାଏ ବୋଲି ଜଣାପଡିଛି ।

Show More

Related Articles

Back to top button