Breaking PLUSଓଡ଼ିଶାମୁଖ୍ୟ ଖବର

ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ

ସାରା ରାଜ୍ୟରେ ଜଳୁଛି ଜଙ୍ଗଲ । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ ଆଲୋଚନା କରିବେ ।ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ ଶିମିଳିପାଳ,କୁଲଡିହା ଓ ଚନ୍ଦକା ବୁଲି ଦେଖିଛନ୍ତି ।

ସାରା ରାଜ୍ୟରେ ଜଳୁଛି ଜଙ୍ଗଲ । ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ ଆଲୋଚନା କରିବେ ।ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ ଶିମିଳିପାଳ,କୁଲଡିହା ଓ ଚନ୍ଦକା ବୁଲି ଦେଖିଛନ୍ତି । କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହଜି ବନାଗ୍ନି ନେଇ ଆଲୋଚନା କରିବେ ବୋଲି ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଟିମ ଆଜି ଆଲୋଚନା ପରେ ଦିଲ୍ଲୀ ଯାଇ ଚୂଡାନ୍ତ ରିପୋର୍ଟ ଦେବେ । ଅନ୍ୟପଟେ ବିଜେପିର 15 ଜଣିଆ ଦଳ ଶିମିଳିପାଳ ଯାଇ ବନାଗ୍ନି ସ୍ଥିତି ପରଖିଛନ୍ତି ।

Show More

Related Articles

Back to top button